୬୮ବର୍ଷୀୟ ଅଭିନେତାଙ୍କୁ ବିବାହ କରିବେ ୨୬ବର୍ଷୀୟ ଏହି ଅଭିନେତ୍ରୀ

ନୂଆଦିଲ୍ଲୀ()  ଚର୍ଚ୍ଚାରେ ହଲିଉଡ୍ର ଲୋକପ୍ରିୟ ଅଭିନେତ୍ରୀ ସେଲିନା ଗୋମେଜ । ସେ ଇନ୍ଷ୍ଟାରେ ଏକ ଫଟୋ ପୋଷ୍ଟ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ଇନ୍ଷ୍ଟାରେ ସେଲିନା କାନ୍ ଫିଲ୍ମ ଫେଷ୍ଟିଭାଲର କିଛି ଫଟୋ ସେୟାର କରିଥିଲେ । ଫଟୋ କ୍ୟାପ୍ସନ ରଖି ଶେଷରେ ସେ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ବୋଲି ଲେଖିିଥିଲେ ।

ସହ-କଳାକାର ବିଲ ମୁରେଙ୍କ ସହ ଫଟୋ ସେୟାର କରି, ପ୍ରଥମ ଥର କାନ୍ ଆସିଛି । ଏହି ଫିଲ୍ମ ସହ ଜଡ଼ିତ ଥିବାରୁ ମୁଁ ବହୁତ ଗର୍ବ ଅନୁଭବ କରୁଛି । ଏଇଠି କହି ରଖିବାକୁ ଚାହୁଁଛି, ମୁଁ ଏବଂ ବିଲ ମୁରେଙ୍କ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛୁ ବୋଲି ଲେଖିଥିଲେ ସେଲିନା । ୬୮ବର୍ଷୀୟ ଅଭିନେତାଙ୍କୁ ବିବାହ କରିବାକୁ ଯାଉଛନ୍ତି ୨୬ବର୍ଷୀୟ ଅଭିନେତ୍ରୀ ସେଲିନା ଜୋକ କରି କହିଥିଲେ ।

Share

Leave a Reply

Your email address will not be published. Required fields are marked *

seventeen − 1 =