ଫିଲ୍ମ କରିବ ପାଇଁ ସଲମାନ ରଖନ୍ତି ଏହି ସର୍ତ୍ତ …

ମୁମ୍ବାଇ()  ପ୍ରତ୍ୟେକ ବଲିଉଡ ଷ୍ଟାର ଫିଲ୍ମ ସାଇନ୍ କରିବା ପୂର୍ବରୁ କିଛି ନା କିଛି ସର୍ତ୍ତ ରଖନ୍ତି। ତେବେ ବଲିଉଡର ପ୍ରତିଷ୍ଠିତ ଷ୍ଟାର ସଲମାନ ଖାନ ମଧ୍ୟ ନିଜର ସର୍ତ୍ତ ରଖି ଫିଲ୍ମ ସାଇନ କରିଥାନ୍ତି । ସଲମାନ ଫିଲ୍ମ ସବୁବେଳେ ହିଟ ହୋଇଥାଏ ସେଥିପାଇଁ ତାଙ୍କା ସମସ୍ତ ସର୍ତ୍ତ ମାନିଥାନ୍ତି ନିର୍ଦ୍ଦେଶ ।

ବଲିଉଡର ଭାଇଜାନ ସଲମାନ ଖାନ୍ଙ୍କ ଲୋକପ୍ରିୟତା ଅଧିକ ହୋଇଥିବାରୁ ଫିଲ୍ମ କରିବା ପୂର୍ବରୁ ନିର୍ଦ୍ଦେଶକ ତାଙ୍କର ସବୁ ସର୍ତ୍ତକୁ ମାନନ୍ତି। ସଲମାନ ଫିଲ୍ମ ସାଇନ୍ କରିବା ପୂର୍ବରୁ ପ୍ରଥମ ସର୍ତ୍ତ ରଖନ୍ତି ଯେ, ସେ କେବେ କୌଣସି ଅଭିନେତ୍ରୀଙ୍କୁ ଅନ୍ସ୍କ୍ରିନ କିସ କରିବେ ନାହିଁ । ଏହା ସହ ସେ ବୋଲ୍ଡ ସିନ କରିବେ ନାହିଁ ବୋଲି ମଧ୍ୟ ସର୍ତ୍ତ ରଖନ୍ତି।

Share

Leave a Reply

Your email address will not be published. Required fields are marked *

eight − seven =