କଳାକାର ବେଶରେ ବିଧାୟକ

ଜୟପୁର () ତେଲୁଗୁ ସଂପ୍ରଦାୟର ପୋଙ୍ଗଲ ପାଳନ ସାଂସ୍କୃତିକ ଉତ୍ସବରେ କୋରାପୁଟ ଜିଲ୍ଲାପାଳଙ୍କ ସମେତ ଜୟପୁର ବିଧାୟକ,ଟାଉନ ଥାନା ଅଧିକାରୀ ପ୍ରମୁଖ ସାମିଲ ହେ।ଇ ଉତ୍ସବରେ ରଙ୍ଗ ଭରିଦେଇଥିଲେ ।

ହେଲେ ସବୁଠାରୁ ହଟକେ ଥିଲେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି । ତେଲୁଗୁ କଳାକାରଙ୍କ ହାତରେ ହାତ ଛନ୍ଦି ଭିନ୍ନ ଏକ ଅନ୍ଦାଜରେ ନଜର ଆସିଥିଲେ ତାରା । ଖୁବ୍ ନାଚିଥିଲେ ତାରା । କେବଳ ଏତିକି ନୁହଁ ତାରାଙ୍କ ନାଚଠୁ ଅଧିକ ଚର୍ଚ୍ଚାରେ ଥିଲା ତାଙ୍କ କଷ୍ଟ୍ୟୁମ ।ସିନେମା ଅଭିନେତାଙ୍କ ପରି ପେ।ଷାକ ପିନ୍ଧି ମଂଚକୁ କିଛି ସମୟ ପାଇଁ ବାନ୍ଧି ରଖିଥିଲେ ତାରା ।

ପେ।ଙ୍ଗଲ ଉପଲକ୍ଷେବିଭିନ୍ନ ରାଜନୈତିକ ଦଳ ତରଫରୁ ଏପରି ସାଂସ୍କୃତିକ କାର୍ୟ୍ୟକ୍ରମ ଆୟୋଜିତ ହୋଇଥାଏ।

Share

Leave a Reply

Your email address will not be published. Required fields are marked *

five × three =