୪ ରେଳ କର୍ମଚାରୀ ସସପେଣ୍ଡ

କଟକ() କଟକ ନିର୍ଗୁଣ୍ଡି ଶାଳଗାଁ ନିକଟରେ ଏଲଟିଟି ଏକ୍ସପ୍ରେସ ଦୁର୍ଘଟଣା ଘଟଣାରେ ୪ ରେଳ କର୍ମଚାରୀ ସସପେଣ୍ଡ ହୋଇଥିବା ପୂର୍ବତଟ ରେଲୱେ ସୂଚନା ଦେଇଛନ୍ତି । ନିର୍ଗୁଣ୍ଡି ଷ୍ଟେସନ ଡେପୁଟୀ ଷ୍ଟେସନ ମ୍ୟାନେଜର ସସପେଣ୍ଡ ହେବା ସହ ମାଲବାହୀ ଟ୍ରେନ ଗାର୍ଡ ଏବଂ ଏଲଟିଟି ଟ୍ରେନରର ୨ ଡ୍ରାଇଭର ସସପେଣ୍ଡ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

one + eleven =