ରଥଯାତ୍ରା ପ୍ରସାରଣ ବିବାଦ

ପୁରୀ() ହାଇକୋର୍ଟରେ ରଥଯାତ୍ରା ପ୍ରସାରଣ ବିବାଦ । ରଥଯାତ୍ରା ପ୍ରସାରଣକୁ ବିରୋଧ କରି ଜନସ୍ୱାର୍ଥ ମାମଲା ରୁଜୁ । ଏହି ମାମଲା ପୁରୀର ପ୍ରସନ୍ନ ଦାଶ ଦାୟର କରିଛନ୍ତି । ନିଲାମ ସମ୍ପର୍କରେ ବିଜ୍ଞପ୍ତି ରଦ୍ଧ କରିବାକୁ ଆବେଦନ କରାଯାଇଛି । ବିଜ୍ଞପ୍ତି ଯୋଗୁଁ ମନ୍ଦିର ଉଲଙ୍ଘନ ହେଉଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଶାରେ ସବୁ ବର୍ଷ ଅନେକ ଟିଭି ଚ୍ୟାନେଲକୁ ପ୍ରସାରଣର ଅଧିକାର ଦେଉଥିବା ଶ୍ରୀମନ୍ଦିର ପ୍ରଶାସକ ଏଥର ଆୟ ବଢାଇବା ଲକ୍ଷ୍ୟ ନେଇ ବିଡିଂ ବ୍ୟବସ୍ଥା କରିବାକୁ ଯାଉଛି । ଦେବସ୍ନାନ ପୂର୍ଣ୍ଣିମାରୁ ନୀଳାଦି୍ରବିଜେ ପ୍ରସାରଣ ଅଧିକାର ଶ୍ରୀମନ୍ଦିର ପ୍ରଶାସନ ପାଖରେ ରହିଛି । ଏସବୁର ପ୍ରସାରଣ ସମୟରେ ସବୁ ଟିଭି ଚ୍ୟାନେଲ ଏହି ସମୟରେ କମର୍ସିଆଲ ବିଜ୍ଞାପନ ପାଉଛନ୍ତି । ଫଳରେ ଆମେ ଶ୍ରୀମନ୍ଦିରର ଆୟ ବଢାଇବା ଲକ୍ଷ୍ୟରେ ବିଡିଂ ବ୍ୟବସ୍ଥା କରିବୁ ବୋଲି ଶ୍ରୀମନ୍ଦିର ମୁଖ୍ୟ କହିଥିଲେ ।

Share

Leave a Reply

Your email address will not be published. Required fields are marked *

five + 19 =