ସଚିବାଳୟରେ ମନ୍ତ୍ରୀଙ୍କ ଗ୍ରହଶାନ୍ତି ପୂଜା

 ଭୁବନେଶ୍ବର ()  ସଚିବାଳୟରେ ଗ୍ରହଶାନ୍ତି ପୂଜା କରିଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା । ସ୍ତ୍ରୀଙ୍କ ସହ ନବଗ୍ରହ ପୂଜା କରିଛନ୍ତି ପୂଜା କରିଛନ୍ତି ମନ୍ତ୍ରୀ ପଦ୍ମନାଭ ।ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହେବା ପରେ ସେ ସଚିବାଳୟରେ ଗ୍ରାହଶାନ୍ତି ପୂଜା କରିଛନ୍ତି ।ବୀରମହାରାଜପୁରରେ ବିଧାୟକ ଭାବେ ନିର୍ବାିଚତ ହୋଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ହୋଇଛନ୍ତି ପଦ୍ମନାଭ ।ସେ ୪ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ।ଫୁଲବାଣୀରୁ ତ୍ରୟୋଦଶ ବିଧାନସଭାକୁ ଓ ପରେ ବୀରମହାରାଜପୁର ବିଧାନସଭା ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଆସୁଛନ୍ତି ।

Share

Leave a Reply

Your email address will not be published. Required fields are marked *

2 × 2 =