ଆଜି ସରସ୍ୱତୀ ପୂଜା,ଶିକ୍ଷାଅନୁଷ୍ଠାନରେ ପୂଜା ପାଇବେ ମା ସରସ୍ୱତୀ

ଆଜି ମାଘମାସ ଶୁକ୍ଳ ପକ୍ଷ ପଞ୍ଚମୀ । ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ଏହାକୁ ବସନ୍ତ ପଞ୍ଚମୀ ବୋଲି ମଧ୍ୟ କୁହାଯାଏ । ଏହି ଅବସରରେ ଧରାବତରଣ କରିଛନ୍ତି

Read more