ହାତୀଙ୍କ ଉପଦ୍ରବ,ମଣ୍ଡିରେ ପଶି ଖାଇଗଲେ ଧାନ

ବରଗଡ଼ ଜିଲ୍ଲା ପଦ୍ମପୁରର ଦହିଗାଁ ମାର୍କେଟ୍ ୟାର୍ଡରେ ହାତୀଙ୍କ ଉପଦ୍ରବ। ଆଜି ଭୋରରେ ଏକ ହାତୀପଲ ଧାନମଣ୍ଡିରେ ପଶି ଧାନ ଖାଇ ଦେଇଛନ୍ତି। ତା’ସହିତ ଧାନ ଭର୍ତ୍ତି

Read more