ଛାତ୍ରୀନିବାସରେ ଲାଗିବ ସିସି କ୍ୟାମେରା

ଭୁବନେଶ୍ୱର–ରାଜ୍ୟର ସମସ୍ତ ଆଦିବାସୀ ହରିଜନ ଛାତ୍ରୀ ନିବାସରେ ସିସି କ୍ୟାମେରା ଲାଗିବ ବୋଲି ବିଭାଗୀୟ ମନ୍ତ୍ରୀ ରମେଶଚନ୍ଦ୍ର ମାଝୀ କହିଛନ୍ତି । ଆଜି ଏଠାରେ ସାମ୍ବାଦିକ ମାନଙ୍କୁ

Read more