କ୍ରୀଡା

ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍ ସୁପର–୮ ମ୍ୟାଚ୍‌ରେ ଜୟ ଶାହ ଓ ସୁନ୍ଦର ପିଚାଇ


ଭୁବନେଶ୍ବର: ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍ ସୁପର ୮ ମ୍ୟାଚ୍ ର ଭାରତ ବନାମ ଦକ୍ଷିଣ ଆଫ୍ରିକା ଅନୁଷ୍ଠିତ ମୁକାବିଲା ଅବସରରେ, ଆଇସିସି ଅଧ୍ୟକ୍ଷ ଜୟ ଶାହ ଏବଂ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉପସ୍ଥିତ ଥିଲେ । ଯେହେତୁ ଗୁଗୁଲର ପ୍ରମୁଖ ସ୍ମାର୍ଟଫୋନ୍ ବ୍ରାଣ୍ଡ ଗୁଗୁଲ୍ ପିକ୍ସଏଲ୍ ହେଉଛି ଟୁର୍ଣ୍ଣାମେଣ୍ଟର ଆଧିକାରିକ ଅଂଶୀଦାର ଏବଂ ବିଶ୍ୱ ପ୍ରଯୁକ୍ତିବିଦ୍ୟାର ଏକ ଅଗ୍ରଣୀ ବ୍ରାଣ୍ଡ; ତେଣୁ ପ୍ରାକ୍‌-ମ୍ୟାଚ୍ ସମାରୋହ ସମୟରେ ସୁନ୍ଦର ପିଚାଇ ମଧ୍ୟ ପଡ଼ିଆରେ ଉପସ୍ଥିତ ଥିଲେ।

Share

Leave a Reply

Your email address will not be published. Required fields are marked *

three × 3 =