ଜାତୀୟ

ଦିଲ୍ଲୀ ସମେତ ଅନେକ ଦେଶରେ ଭୂକମ୍ପ ଝଟକା

ସକାଳୁ ସକାଳୁ ଆସିଲା ବଡ଼ ଖବର। ବିଭିନ୍ନ ସ୍ଥାନରେ ଭୁକମ୍ପ ଝଟକା।ଭାରତ ସମେତ ଅନେକ ଦେଶରେ ଭୂକମ୍ପର ଝଟକା ଅନୁଭୂତ ହେଉଛି । ଯାହାଦ୍ବାରା ଲୋକଙ୍କ ମନରେ ଭୟ ସୃଷ୍ଟି କରୁଛି । ମିଆଁମାର ଏବଂ ଆଫଗାନିସ୍ତାନ ସମେତ ଅନେକ ଦେଶରେ ଭୂମିକମ୍ପରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି ।

ସୂଚନାନୁଯାୟୀ, ଆଜି ସକାଳ ପ୍ରାୟ ୮ଟା୪୪ରେ ଦିଲ୍ଲୀରେ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ୨.୮ ଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ଉତ୍ତର ଦିଲ୍ଲୀରେ ୫ କିଲୋମିଟର ଗଭୀରତାରେ ଥିଲା । କିନ୍ତୁ ଏପର୍ଯ୍ୟନ୍ତ ଜୀବନ କିମ୍ବା ସମ୍ପତ୍ତି କ୍ଷୟକ୍ଷତିର ସୂଚନା ମିଳିନାହିଁ ।

Share

Leave a Reply

Your email address will not be published. Required fields are marked *

eighteen + 7 =