Latestମନୋରଞ୍ଜନ ଜାଣନ୍ତୁ ବିଶ୍ୱର କେଉଁ ପଶୁର କ୍ଷୀର ସବୁଠାରୁ ମହଙ୍ଗା October 21, 2019 admin ଭୁବନେଶ୍ୱର() ସାରା ବିଶ୍ୱରେ କ୍ଷୀରର ଚାହିଦା ଅଧିକ । ବୃଦ୍ଧଙ୍କ ଠାରୁ ଆରମ୍ଭ କରି ଛୋଟ ପିଲା ସମସ୍ତେ କ୍ଷୀର ପାନ କରିଥାନ୍ତି । ହେଲେ ଆପଣ ଜାଣିଛନ୍ତି ବିଶ୍ୱରେ ସବୁଠାରୁ କେଉଁ ପଶୁର କ୍ଷୀର ମହଙ୍ଗା ? ତେବେ ଆସନ୍ତୁ ଜାଣିବା … ବିଶ୍ୱରେ ସିଂହିର କ୍ଷୀର ଦାମ ସବୁଠାରୁ ଅଧିକ । କାରଣ ସିଂହି କ୍ଷୀରରୁ ବହୁ ପ୍ରକାର ଔଷଧ ତିଆରି ହୋଇଥାଏ । Share