Latest

Latestରାଜନୀତି

ଝାଡଖଣ୍ଡରେ ବାଜିଲା ନିର୍ବାଚନ ବିଗୁଲ

ନୂଆଦିଲ୍ଲୀ() ଚଳିତ ମାସ ନଭେମ୍ବର ୩୦ ତାରିଖରୁ ଝାଡଖଣ୍ଡ ବିଧାନସଭା ନିର୍ବାଚନା ହେବ । ଆସନ୍ତା ୫ ତାରିଖରେ ଝାଡଖଣ୍ଡ ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଥିବାରୁ ଏହି

Read More
Latestଜାତୀୟ

ପ୍ରଦୁଷଣ ପାଇଁ ଦିଲ୍ଲୀରେ ୫ ଦିନ ସ୍କୁଲ ବନ୍ଦ

ନୂଆଦିଲ୍ଲୀ() ଆଜି ଠାରୁ ରାଜଧାନୀ ଦିଲ୍ଲୀରେ ସ୍ୱାସ୍ଥ୍ୟ ଏମର୍ଜେନ୍ସି ଜାରି କରାଯାଇଛି । ଦିଲ୍ଲୀର ବାୟୁ ମଣ୍ଡଳ ପ୍ରଦୁଷଣ ପ୍ଲସରେ ପହଂଚିଛି । ବର୍ତ୍ତମାନ ଦିଲ୍ଲୀର ପ୍ରଦୂଷଣ

Read More
Latestରାଜ୍ୟ

୪ରୁ କାର୍ଯ୍ୟରେ ଯୋଗ ଦେବେ ହାଇକୋର୍ଟ ଓକିଲ

କଟକ() ଦୀର୍ଘ ଦିନର ଆନେ୍ଦାଳନ ପରେ ହାଇକୋର୍ଟ ବାର ଆସୋସିଏସନର ଓକିଲ ମାନେ ଆନେ୍ଦାଳନରୁ ଓହରିଛନ୍ତି । ଭାରତୀୟ ବାର କାଉନସିଲ ର ଅନୁରୋଧ କ୍ରମେ ଆନେ୍ଦାଳନରୁ

Read More
Latestରାଜ୍ୟ

କେନ୍ଦ୍ରାପଡା ସମୁଦ୍ରରୁ ଧରାପଡିଲା ମୟୂର ମାଛ, ଦାମ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ପଟ୍ଟାମୁଣ୍ଡାଇ() କେନ୍ଦ୍ରାପଡା ଜିଲ୍ଲା ରାଜନଗର ତାଳଚୁଆରେ ଧରା ହୋଇଛି ବିରଳ ପ୍ରଜାତିର ମାଛ । ମାଛଟି ଦେଖିବାକୁ ଲମ୍ବାଲିଆ ହୋଇଥିବା ବେଳେ ମୁହଁ ଥଣ୍ଟ ଆକୃତିର ହୋଇଛି

Read More
Latestରାଜ୍ୟ

ବାଲିଯାତ୍ରାକୁ ମିଳିଲା ରାଜ୍ୟସ୍ତରୀୟ ଉତ୍ସବ ମାନ୍ୟତା

କଟକ () କଟକ ଜିଲ୍ଲାର ପ୍ରଶାସନର ସମସ୍ତ ଦାବିକୁ ସରକାର ମାନିନେଇଛନ୍ତି । ଏଣିକି ବାଲିଯାତ୍ରାକୁ ନଗର ଉନ୍ନୟନ ବିଭାଗ ଓ ସଂସ୍କୃତି ବିଭାଗ ପକ୍ଷରୁ ଆର୍ଥିକ

Read More
Latestରାଜ୍ୟ

ଦୁର୍ନୀତି ବିକାଶ ଧାରାକୁ ଭୁଲୁଣ୍ଠିତ କରେ

ଭୁବନେଶ୍ବର () ପ୍ରଶାସନରେ ରାଜ୍ୟ ସରକାରଙ୍କ ସ୍ବଚ୍ଛତା ଓ ଦୁର୍ନୀତିମୁକ୍ତ ଅଭିମୁଖ୍ୟକୁ ସଶକ୍ତ କରିବାକୁ ସାଧାରଣ ଲୋକେ ଦୁର୍ନୀତି ବିରୋଧରେ ଲଢେଇ ପାଇଁ ନେଇଥିବା ସଙ୍କଳ୍ପକୁ ପୁର୍ନଜୀବିତ

Read More
Latestରାଶିଫଳ

ଆଜି କେଉଁ ରାଶି ପାଇଁ କେମିତି ରହିବ ଦିନ ଜାଣନ୍ତୁ

ମେଷ – ଆଜି ଚନ୍ଦ୍ରଙ୍କ ସହ ଶନି ଓ କେତୁଙ୍କ ସଂଯୋଗ ପ୍ରଭାବରେ ଭାଇ, ବନ୍ଧୁ, ପଡ଼ୋଶୀ କିମ୍ବା ସହକର୍ମୀଙ୍କ ସହ ମତାନ୍ତର ଅନିବାର୍ଯ୍ୟ ହୋଇପାରେ। ଯେତେ

Read More
Latestକ୍ରୀଡା

କାଲିଠାରୁ ଅଲିମ୍ପିକ୍ ଯୋଗ୍ୟତା ଲଢେ଼ଇ

ଭୁବନେଶ୍ୱର()  କଳିଙ୍ଗ ଷ୍ଟାଡିୟମରେ ଆସନ୍ତାକାଲିଠାରୁ ଦୁଇ ଦିନ ଧରି ଖେଳାଯିବାକୁ ଥିବା ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତା ଅନୁÂିତ ହେବ । ଏ ନେଇ ରାଜଧାନୀ ଭୁବନେଶ୍ୱର

Read More
Latestରାଜ୍ୟ

ଏଣିକି ଗଣ ମାଧ୍ୟମରେ ଆଉ ମୁହଁ ଖୋଲିବେନି ସରକାରୀ ବାବୁ

ଭୁବନେଶ୍ୱର()  ଏଣିକି ଗଣ ମାଧ୍ୟମରେ ମୁହଁ ଖୋଲିବେନି ସରକାରୀ ବାବୁ। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏମିତି ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ସରକାରୀ

Read More