Author: admin

Latestରାଜ୍ୟ

କର୍ତ୍ତବ୍ୟରେ ଅବହେଳା ପାଇଁ ବସ୍ତା ଥାନା ଅଧିକାରୀ ନିଲମ୍ବିତ

କର୍ତ୍ତବ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଅବକାରୀ ଥାନା ଅଧିକାରୀ। ବାଲେଶ୍ବର ଜିଲ୍ଲା ବସ୍ତା ଅବକାରୀ ଥାନା ଅଧିକାରୀ ଭଗବାନ ମହାନନ୍ଦିଆଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବନ

Read More
Latestରାଜ୍ୟ

ଅବଦୁର ରେହମାନର ଆଜି ହେବ ଦଣ୍ଡ ଘୋଷଣା

ଆତଙ୍କବାଦ କାର୍ଯ୍ୟକଳାପ ପ୍ରଚାରପ୍ରସାର କରିବା ଅଭିଯୋଗ । ଦୋଷୀ ସାବ୍ୟସ୍ତ ଆତଙ୍କବାଦୀ ଅବଦୁର ରେହମାନର ହେବ ଆଜି ଦଣ୍ଡଘୋଷଣା । କଟକ ଜଗତପୁର ଅଞ୍ଚଳର ଅବଦୁର ରେହମାନକୁ

Read More
Latestରାଜନୀତି

ଭୁବନେଶ୍ୱରରେ ରାସ୍ତାରୋକ କଲେ ବିଜେପି କର୍ମୀ

ଭୁବନେଶ୍ୱରରେବିଜେପିରହରତାଳ।ମୁଖ୍ୟମନ୍ତ୍ରୀଙ୍କଇସ୍ଥପାଦାବିରେରାଜରାସ୍ତାକୁଓହ୍ଲାଇଲାବିଜେପି।ଟାୟାରଜାଳିଭୁବନେଶ୍ୱରରେରାସ୍ତାରୋକକଲେବିଜେପିକର୍ମୀ।

Read More
Latestଜାତୀୟ

ନ୍ୟୁଜିଲାଣ୍ଡରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା

ନ୍ୟୁଜିଲାଣ୍ଡକୁ ବାତ୍ୟା ଗେବ୍ରିୟଲ ଭୟ । ଆଗକୁ ବଢ଼ିବା ସହ ସାମୁଦ୍ରିକ ଝଡ଼ ପ୍ରକୋପ ଦେଖାଉଛି । ନ୍ୟୁଜିଲାଣ୍ଡର ଉତ୍ତର ଦ୍ୱୀପ ଆଡକୁ ବଢୁଛି ବାତ୍ୟା ଗେବ୍ରିୟଲ

Read More
Latestରାଜ୍ୟ

ଆଜିଠୁ ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀ,ଅଧ୍ୟକ୍ଷତା କରିବେ ମୁଖ୍ୟ ଶାସନ ସଚିବ

ପ୍ରଶାସନକୁ ଅଧିକ ଲୋକାଭିମୁଖୀ କରିବାକୁ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେବେ ଗୁରୁମନ୍ତ୍ର । ସମ୍ମିଳନୀରେ ଉପସ୍ଥିତ ରହିବେ ରାଜ୍ୟର ସମସ୍ତ ବରିଷ୍ଠ ଅଧିକାରୀ । ବିଭାଗୀୟ

Read More