ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆ ପକ୍ଷରୁ ଇଭି ରୋଡ୍ମ୍ୟାପ୍, ରପ୍ତାନି ସମ୍ପ୍ରସାରଣ ଯୋଜନା ଉନ୍ମୋଚିତ
୨୦୨୩-୨୪ରେ ଦୁଇଟି ନୂଆ ଇଭି ମଡେଲ୍ ଆଣିବ କର୍ଣ୍ଣାଟକର ନର୍ସାପୁରା କାରଖାନାରେ ସ୍ୱତନ୍ତ୍ର ଇଭି ଉତ୍ପାଦନ ବ୍ୟବସ୍ଥା ଭୁବନେଶ୍ୱର: ଭାରତରେ ଏକ ସୁସ୍ଥକର ଓ ଦୀର୍ଘସ୍ଥାୟୀ ଇଲେକ୍ଟ୍ରିକ୍
Read More