ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ଏନ୍ଏସ୍ଏଫ୍୨୫୦ଆର୍ର ଚତୁର୍ଥ ପର୍ଯ୍ୟାୟ ପାଇଁ ହୋଣ୍ଡା ରେସିଂ ଇଣ୍ଡିଆର ଚାଳକମାନେ ପ୍ରସ୍ତୁତ
ଭୁବନେଶ୍ୱର: ଚଳିତ ସପ୍ତାହାନ୍ତରେ ମାଡ୍ରାସ୍ ଇଂଟରନ୍ୟାସନାଲ୍ ସର୍କିଟ୍ରେ ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ଏନ୍ଏସ୍ଏଫ୍୨୫୦ଆର୍ର ୨୦୨୪ ସିଜନର ଚତୁର୍ଥ ପର୍ଯ୍ୟାୟ ରେସ୍ ଅନୁଷ୍ଠିତ ହେବାକୁ ଯାଉଛି।
Read More