ଅକ୍ସିଜେନ୍ ପାଇଁ ଓଡ଼ିଶାକୁ ପ୍ରଶଂସା କଲେ କେଜ୍ରିୱାଲ୍

ଭୁବନେଶ୍ୱର: ସାରା ଦେଶରେ ଏବେ କରୋନା ସ୍ଥିତି ଭୟଙ୍କର ରୂପ ଧାରଣ କରିଛି |ଦେଶର ରାଜଧାନୀ ଦିଲ୍ଲୀରେ ମଧ୍ୟ ସେହି ସମାନ ଅବସ୍ଥା ଦେଖିବାକୁ ମିଳିଛି |

Read more