ହସ୍ପିଟାଲରେ ଭର୍ତ୍ତିହେଲେ ଦିଲ୍ଲୀପ କୁମାର

ମୁମ୍ବାଇ: ମୁ୍‌ମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡର ବରିଷ୍ଠ ଅଭିନେତା ଦିଲ୍ଲୀପ କୁମାର । ନିଶ୍ୱାସ ନେବାରୁ ଅସୁବିଧା ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି

Read more