ଖୋର୍ଦ୍ଧା ଆଇଆଇଟିରୁ ୧୦ ଛାତ୍ର ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଖୋର୍ଦ୍ଧା ଆଇଆଇଟିରୁ ୧୦ ଛାତ୍ର କରୋନା ପଜିଟିଭ ଚିହ୍ନଟ । ପ୍ରଥମେ ୮ ଜଣ ଚିହ୍ନଟ ହୋଇଥିବା ସମୟରେ ଆଜି ୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି

Read more