ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ଖୋଜୁଛି ପୁଲିସ

ସତ୍ୟବାଦୀ()  ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ରକୁ ଖୋଜୁଛି ପୋଲିସ । ଏହି ଘଟଣାରେ ସେ ଫେରାର ହୋଇଯାଇଛନ୍ତି । ତେବେ ତାଙ୍କୁ ଖୋଜିବା କାମ ଜାରି ରହିଛି । ଏହି ଘଟଣାରେ ପୋଲିସ ଗତକାଲି ଓମ୍ ପ୍ରକାଶଙ୍କ ୨ ଜଣ ସମର୍ଥକଙ୍କୁ ଗିରଫ କରିଛି ।

ମଙ୍ଗଳବାର ଦିନ ମତଦାନ ବେଳେ କଣାସ ବ୍ଲକ୍ ବୀରକିଶୋରପୁର ଗାଁର ୭୮ ନମ୍ବର ବୁଥ ଭିତରେ ନିଜ ସମର୍ଥକଙ୍କ ସହ ଓମପ୍ରକାଶ ଧସେଇ ପସି ପ୍ରିଜାଇଣ୍ଡିଂ ଅଫିସରଙ୍କୁ ମାଡ ମାରିବା ସହ ଇଭିଏମ ଭାଙ୍ଗି ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା । ବିଜେପି ପ୍ରାର୍ଥୀଙ୍କ ବିରୋଧ ଗଡିଶାଗୋଦା ଥାନାରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

Share

Leave a Reply

Your email address will not be published. Required fields are marked *

four × 1 =