ଶପଥ ଗ୍ରହଣ କଲେ ନବୀନ

ଭୁବନେଶ୍ୱର ()   ପଞ୍ଚମ ପାଳିରଶପଥ ଗ୍ରହଣ ଗଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଶପଥ ସମାରୋହରେ ଭଉଣୀ ଗୀତା ମେହେଟ୍ଟା ଏବଂ ଭାଇ ପ୍ରେମ୍ ପଟ୍ଟନାୟକ ସାମିଲ ହୋଇଥିଲେ । ପ୍ରଦର୍ଶନୀ ପଡ଼ିଆରେ ଏହି ସମାରୋହରେ ହୋଇଛି ।

ସେପଟେ ନବୀନଙ୍କ ସହ ତାଙ୍କ ନୂଆ ମନ୍ତ୍ରୀମଣ୍ଡଳ ସଦସ୍ୟ ମଧ୍ୟ ଶପଥ ନେବେ । ୧୧ଜଣଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଥିବାବେଳେ ୯ ଜଣଙ୍କୁ ମିଳିଛି ରାଷ୍ଟ୍ରମନ୍ତ୍ରୀର ପାହ୍ୟା ।

Share

Leave a Reply

Your email address will not be published. Required fields are marked *

sixteen − six =