ସ୍ବାମୀର କଟୁରୀ ଚୋଟରେ ସ୍ତ୍ରୀ ଗୁରୁତର

ଜଗତସିଂହପୁର: ଜଗତସିଂହପୁର ଜିଲା ଧନୁଅରବେଲାରୀ ଗାଁରେ ଅଘଟଣ । ସ୍ୱାମୀର କଟୁରି ଚୋଟରେ ସ୍ତ୍ରୀ ଗୁରୁତର । ଗୁରୁତର ଅବସ୍ଥାରେ ସ୍ତ୍ରୀ ସାବିତ୍ରୀ ବେହେରା ପ୍ରଥମେ ବାଲିକୁଦା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ସ୍ଥାନାନ୍ତର କରାଯାଇଛି । ସାବିତ୍ରୀଙ୍କ ବେକରେ ଗଭୀର କ୍ଷତ ହୋଇଥିବାର ସୂଚନା ମିଳିଛି। ପାରିବାରିକ କଳହକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ଅଭିଯୁକ୍ତ ସ୍ୱାମୀ ପ୍ରମୋଦ ବେହେରାଙ୍କୁ ବାଲିକୁଦା ଥାନାରେ ପୋଲିସ ଅଟକ ରଖିଛି।

Share

Leave a Reply

Your email address will not be published. Required fields are marked *

3 × 2 =