କୋଟିଆରେ ଆନ୍ଧ୍ର କରିଥିବା ନିର୍ବାଚନ ରଦ୍ଦ

କୋରାପୁଟ: କୋଟିଆରେ ଆନ୍ଧ୍ର କରିଥିବା ନିର୍ବାଚନ ରଦ୍ଦ। କୋଟିଆରେ ଆନ୍ଧ୍ରର ଜିଲ୍ଲା ପରିଷଦ ନିର୍ବାଚନକୁ ବେଆଇନ ଘୋଷଣା କଲେ ଆନ୍ଦ୍ର ହାଇକୋର୍ଟ । ନିୟମ ଅନୁଯାୟୀ ନିର୍ବାଚନ କରାଯାଇ ନଥିବାରୁ ନିର୍ବାଚନ ରଦ୍ଦ କରିଛନ୍ତି ହାଇକୋର୍ଟ । ନିର୍ବାଚନ ପାଇଁ ନିୟମ ଉଲ୍ଲଘଂନ ଅଭିଯୋଗ ନେଇ ଆନ୍ଧ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଟିଡିପି ଓ ବିଜେପି । ଏହି ଅଭିଯୋଗ ପରେ ଆବେଦନର ଶୁଣାଣି କରି ଜିଲ୍ଲା ପରିଷଦ ନିର୍ବାଚନକୁ ରଦ୍ଦ କରିଛନ୍ତି ଖଣ୍ଡପୀଠ ।

Share

Leave a Reply

Your email address will not be published. Required fields are marked *

19 + nine =