ପୁଣି ଆଉ ଏକ ଦନ୍ତା ହାତୀର ମୃତ୍ୟୁ

 ଆଠଗଡ ବନଖଣ୍ଡ ଅନ୍ତର୍ଗତ ଆଠଗଡ ବନାଞ୍ଚଳର ଖୁଣ୍ଟକଟା ପଞ୍ଚାୟତ ଅଧିନସ୍ଥ ନୂଆବନ୍ଧ ଗ୍ରାମର ନୂଆତଇଲା କାଜୁ ଜଙ୍ଗଲରୁ ସୋମବାର ସକାଳେ ଏକ ଦନ୍ତା ହାତୀର ମୃତଦେହ ଠାବ କରାଯାଇଛି । ପ୍ରାୟ ୨୦ ବର୍ଷ ବୟସ୍କ ଦନ୍ତା ହାତୀଟିର ଶୁଣ୍ଢର ଗୋଟିଏ ସ୍ଥାନରେ ଏକ ଗଭୀର କ୍ଷତ ରହିଥିଲେ ମଧ୍ୟ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବନ ବିଭାଗ ଅଧିକାରୀ କହିଛନ୍ତି। କେହି କେହି ଲୋକ ବିଦ୍ୟୁତ ଆଘାତରେ ହାତୀର ମୃତ୍ୟୁ ହୋଇଥିବା କହୁଛନ୍ତି।

Share

Leave a Reply

Your email address will not be published. Required fields are marked *

seventeen − 13 =