ବିଧାନସଭାରେ ହଟ୍ଟଗୋଳ, ୪ଟା ଯାଏଁ ଗୃହ ମୁଲତବି : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନେଇ ବିଜେଡି ସଦସ୍ୟଙ୍କ ପ୍ରତିବାଦ

ଆଜି ବି ଚାଲିପାରିଲାନି ବିଧାନସଭା । ଭିନ୍ନ ପ୍ରସଙ୍ଗରେ ବିରୋଧୀ କଂଗ୍ରେସ ଓ ବିଜେପି ସମେତ ଶାସକ ବିଜେଡିର ପ୍ରତିବାଦ । ଶୂନ୍ୟକାଳରେ ଗୃହରେ ବିଜେଡିର ନାରାବାଜି ପରେ ଅପରାହ୍ଣ ୪ ଟା ଯାଏ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୦୨୨ ସୁଦ୍ଧା ଘର ଦେବାକୁ କହି ଓଡ଼ିଶାଲୋକଙ୍କୁ ମୋଦୀ ସରକାର ଠକିଦେବା ଲେଖାଥିବା ବ୍ୟାନର ଧରି ବିିଜେଡି ବିଧାୟକଙ୍କ ପ୍ରତିବାଦ । ଏପଟେ ଗୃହରେ ମୁଖ୍ୟମନ୍ତ୍ରୀ ଅନୁପସ୍ଥିତ ଏବଂ ନବ ଦାସ ହତ୍ୟା ମମଲା ଉଠାଇ ପ୍ରତିବାଦ କଲେ ଉଭୟ ବିଜେପି ଓ କଂଗ୍ରେସ ।

Share

Leave a Reply

Your email address will not be published. Required fields are marked *

3 × 5 =