କରୋନା ଭ୍ୟାକ୍ସିନ ‘ଫାଇଜର’କୁ ଅନୁମତି

ନୂଆଦିଲ୍ଲୀ() କରୋନା ଭ୍ୟାକ୍ସିନ ‘ଫାଇଜର’କୁ ଆଜି ଅନୁମତି ଦେଇଛନ୍ତି ବ୍ରିଟେନ ସରକାର । ଆସନ୍ତା ସପ୍ତାହରେ ବ୍ରିଟେନରେ ଫାଇଜର ଟିକା ଉପଲବ୍ଧ ହେବ । ଡିସେମ୍ବର ୭ରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବ । ପ୍ରଥମଥର ୟୁରୋପୀୟ ଦେଶ ଭାବେ ବ୍ରିଟେନ ଏହି ଟିକାକୁ ଲାଇସେନ୍ସ ଦେଇଛି । ଏହି ଟିକା ୯୫ ପ୍ରତିଶତ ଫଳପ୍ରଦ ନେଇ କମ୍ପାନୀ ଦାବି କରିଛି । ତେବେ ପ୍ରଥମ କୋଭିଡ ଟିକା ଭାବେ ଫାଇଜର ଅନୁମତି ପାଇଛି ।

Share

Leave a Reply

Your email address will not be published. Required fields are marked *

17 − one =