ଏଣିକି ବିଜୁଳି କଟିଲେ ମିଳିବ ଟଙ୍କା

ନୂଆଦିଲ୍ଲୀ()  ଏଣିକି ବିଜୁଳି କଟିଲେ ଜନତାଙ୍କୁ ମିଳିବ ଜରିମନା । ଆଉ ଜନତାଙ୍କୁ ଏହି ଜରିମନା ଦେବ ବିଦ୍ୟୁତ ବିତରଣକାରୀ ସଂସ୍ଥା ।
ତେବେ ଆଗାମୀଦିନରେ ସପ୍ତାହକ ୭ ଦିନ ଯାଏଁ ଲୋକଙ୍କୁ ୨୪ ଘଂଟିଆ ବିଜୁଳି ସେବା ମିଳିବ । ଯଦି ଏହି ସମୟରେ ବିଦ୍ୟୁଟ୍ କାଟ ହୁଏ ତେବେ ଆପଣଙ୍କୁ ଏଥିପାଇଁ ଜରିମନା ମଧ୍ୟ ମିଳିବ । ତେବେ ଏନେଇ ଇଶାରା ଦେଇଛନ୍ତି କେନ୍ଦ୍ର ଶକ୍ତି ମନ୍ତ୍ରୀ ଆରକେ ସିଂହ ।

ସିଂ କହିଛନ୍ତି ଯେ, ‘ନୂଆ ଟାରିଫ୍ ପଲିସି’କୁ ମନ୍ତ୍ରୀମଣ୍ଡଳ ନିକଟକୁ ଅନୁମୋଦନ ପାଇଁ ପଠାଯାଇଛି ଏବଂ ଏହି ପଲିସିରେ କ୍ୟାବିନେଟ୍ ମୋହର ବାଜିବା ପରେ ଖୁବ୍ ଶୀଘ୍ର ହିଁ ଦେଶରେ ଲାଗୁ କରିଦିଆଯିବ ।

Share

Leave a Reply

Your email address will not be published. Required fields are marked *

fifteen + 7 =