ପୂରଣ ହେଲା ନୀରଜଙ୍କ ସ୍ୱପ୍ନ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରାଙ୍କ ଆଉ ଏକ ସ୍ୱପ୍ନ ପୂରଣ ହୋଇଛି । ପିଲାଟି ଦିନରୁ ସେ ଦେଖିଥିବା ସ୍ୱପ୍ନକୁ ପୂରଣ କରିଛନ୍ତି । ପିତାମାତାଙ୍କ ସହ ଫଟୋ ସେୟାର କରି ଚୋପ୍ରା ଟ୍ୱିଟ୍ କରି କହିଛନ୍ତି ‘ଆଜି ମୋର ଏକ ଛୋଟ ସ୍ୱପ୍ନ ସାକାର ହେଲା, ପିତାମାତାଙ୍କୁ ପ୍ରଥମ ଥର ବିମାନରେ ବସଇବାକୁ ସକ୍ଷମ ହେଲି ।ସମସ୍ତଙ୍କ ପ୍ରାର୍ଥନା ଏବଂ ଆଶୀର୍ବାଦ ପାଇଁ ମୁଁ ସର୍ବଦା କୃତଜ୍ଞ ରହିବି ।

Share

Leave a Reply

Your email address will not be published. Required fields are marked *

4 × one =