ମା’କୁ ହାଣିଲା ପୁଅ

କେନ୍ଦୁଝର: ନିଶା ପାଇଁ ସମ୍ପର୍କ ଭୁଲିଗଲା ପୁଅ । ନିଜ ଜନ୍ମକଲା ମାକୁ ହାଣିଲା ପୁଅ । କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଖଡ଼ିବିଲ ଗାଁରେ ଘଟିଛି ଏଭଳି ଅଭାନୀୟ ଘଟଣା । ଜଣେ ଭିନ୍ନକ୍ଷମ ପୁଅ ନିଜ ମାକୁ ହାଣିଛି । ସୁଶାନ୍ତ ଜେନାଙ୍କ ପୁଅ ମଣ୍ଟୁ ଘଟଣାଇଛି ଏଭଳି କାଣ୍ଡ । ରଙ୍ଗଲତା ଗୁରୁତର ଭାବେ ଆହତ ହୋଇଥିବାବେଳେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଘଷିପୁରା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରଙ୍ଗଲତାଙ୍କୁ ଚିକିତ୍ସା କରାଯାଉଛି । ତେବେ ଏନେଇ ଏଯାବତ ଥାନାରେ କୌଣସି ଅଭିଯୋଗ ହୋଇନାହିଁ ।

Share

Leave a Reply

Your email address will not be published. Required fields are marked *

18 − two =