ଲତା ମଙ୍ଗେସକରଙ୍କୁ ଜୀବନରୁ ମାରିଦେବାକୁ କରାଯାଇଥିଲା ଷଡଯନ୍ତ୍ର

ଭାରତର କୋକିଳ ସ୍ୱର ଲତା ମଙ୍ଗେସକର ୨୦ଟି ଭାଷାରେ ୩୦ହଜାର ଗୀତ ଗାଇଛନ୍ତି । ଲତା ସିନେ କ୍ୟାରିୟରରେ ବହୁତ ମାନ ସମ୍ମାନ ପାଇଛନ୍ତି । ହେଲେ ୧୯୬୨ରେ ଲତାଙ୍କୁ ଜୀବନରୁ ମାରିଦେବାକୁ ଷଡଯନ୍ତ୍ର କରାଯାଇଥିଲା । ସେତେବେଳେ ତାଙ୍କୁ ସ୍ଳୋ ପଏଜନ୍‌ ଦିଆଯାଇଥିଲା । ଲତାଙ୍କ ବହୁତ ପାଖ ଲୋକ ପଦମା ସଚଦେବ ଏହି କଥାର ଖୁଲାସା ତାଙ୍କ ବହି ଐସା କାହାଁସେ ଲାୟୁଁ ରେ କରିଥିଲେ । କିନ୍ତୁ ତାଙ୍କୁ ମାରିବାକୁ କିଏ ଚାହିଁଥିଲା ସେ ନେଇ ଆଜି ଯାଏଁ ଜଣାପଡିନାହିଁ । ଲତା ସେତେବେଳେ ବହୁତ ନିରାଶ ହୋଇଯାଇଥିଲେ

Share

Leave a Reply

Your email address will not be published. Required fields are marked *

6 + 14 =