ବର୍ଷା-ଅନୁଭବ ଫ୍ୟାମିଲକୋର୍ଟରେ ହାଜର

କଟକ: ଫ୍ୟାମିଲକୋର୍ଟରେ ପହଞ୍ଚିଛନ୍ତି ଷ୍ଟାରକପୁଲ ବର୍ଷା ଏବଂ ଅନୁଭବ । ଉଭୟଙ୍କ ମଧ୍ୟରେ ବୁଝାବଣା ହେବ । ଆଜି ପ୍ରଥମେ ବର୍ଷା ଫ୍ୟାମିଲ କୋର୍ଟରେ ହାଜର ହୋଇଥିବା ବେଳେ ପରେ ଅନୁଭବ ଆସିଥିବା ଦେଖିବାକୁ ମିଳିଛି । ସେପଟେ ଉଭୟଙ୍କ ମଧ୍ୟରେ କଣ ବୁଝାବଣା ହେବ ତାଉପରେ ରହିଛି ସମସ୍ତଙ୍କ ନଜର । ପୂର୍ବରୁ ୯ ତାରିଖରେ ବର୍ଷା ଏବଂ ଅନୁଭବ ଫ୍ୟାମିଲକୋର୍ଟରେ ହାଜର ହୋଇଥିଲେ ସୁଦ୍ଧା କିଛି ନିସ୍କର୍ସ ବାହାରି ନଥିଲା । ଆଜି ପୁଣିଥରେ ଉଭୟ ହାଜର ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

19 − 15 =