ଅସହାୟଙ୍କ ବନ୍ଧୁ ଚିନ୍ମୟୀ

ଅନୁଗୁଳ: ଜଣେ କିନ୍ନର ହୋଇ ସମାଜରେ ପାଲଟିଛନ୍ତି ଅନ୍ୟ ମାନଙ୍କ ଲାଗି ଉଦାହରଣ । ଅନୁଗୁଳ ଅଞ୍ଚଳର ଚିନ୍ମୟୀ ଦାସ । ମହାମାରୀ ସମୟରେ ନିଜ ବନ୍ଧୁ ପରିଜନ ଶବକୁ ଛୁଇଁବାକୁ ସାହସ କରୁନଥିବା ବେଳେ ସେ ଶବକୁ ସଂସ୍କାର କରୁଥିବାର ଦୃଶ୍ୟ ଏବେ ସାମନାକୁ ଆସିଛି । ଜଗତସିଂହପୁର ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିବା ଗଗନ ବିହାରୀ ଦାସ ପରବର୍ତ୍ତୀ ସମୟରେ ଚିନ୍ମୟୀ ହୋଇଛନ୍ତି । ଯାହାକୁ ନେଇ ପ୍ରଂଶସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଟ୍ୱିଟର ମାଧ୍ୟମରେ ଚିନ୍ମୟୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

1 × four =