ନୀତିନ ଗଡ଼କରିଙ୍କ ସହ ଭିଡ଼ିଓ କନଫରେନ୍ସ ଯୋଗେ ପଦ୍ମନାଭ ବେହେରାଙ୍କ ଆଲୋଚନା

ଭୁବନେଶ୍ୱର() ଆଜି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଭିଡ଼ିଓ କନଫରେନ୍ସ ମାଧ୍ୟମରେ କେନ୍ଦ୍ର ପରିବହନମନ୍ତ୍ରୀ ନୀତିନ ଗଡ଼କରିଙ୍କ ସହ ଆଲୋଚନା କରିଛନ୍ତି । ଏହାପରେ ପଦ୍ମନାଭ ବେହେରା କେନ୍ଦ୍ର ନିକଟରେ ଓଡ଼ିଶାର ଦାବି ରଖିଛନ୍ତି । ସେ କହିଛନ୍ତି ଯେ ବସ ଗଡ଼ୁ ନଥିବାରୁ ଇନ୍ସୁରାନ୍ସ ଅବଧି ୬ମାସ ବୃଦ୍ଧି କରାଯାଉ । ଲୋନରେ ବସ୍ କିଣାଯାଇଥିବାରୁ ଇଏମଆଇ ସୁଧ ଏବେ ନନେବାକୁ ମଧ୍ୟ ପ୍ରସ୍ତାବ ରଖିଛନ୍ତି । ଏହାକୁ ସବୁ ଲିଖିତ ଆକାରରେ ଜଣାଇବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।

Share

Leave a Reply

Your email address will not be published. Required fields are marked *

nineteen + twenty =