Uncategorized

ଆଜି ପ୍ରମିଜ୍‌ ଡେ’

ଆଜି ଭାଲେଣ୍ଟାଇନ୍‌ ଡେ’ ର ପଞ୍ଚମ ଦିନ ଅର୍ଥାତ ପ୍ରମିଜ୍‌ ଡେ’। ଆଜିର ଦିନରେ ସବୁ ଜୀବନସାଥୀ ପରସ୍ପର ପ୍ରତି ସବୁଦିନ ପାଇଁ ସାଥୀରେ ରହିବା ଏବଂ ସବୁଦିନ ପାଇଁ ଭଲପାଇବା ରହିବା ପାଇଁ ଶପଥ କରିଥାନ୍ତି। ଏପରି କରିବାର କାରଣ ହେଉଛି ସମ୍ପର୍କ ଯେପରି ଆହୁରି ମଜବୁତ୍‌ ହେବ। ତେବେ ଆଜି ଆମେ ଆପଣଙ୍କୁ ଏପରି କିଛି ପ୍ରମିସ୍‌ ବିଷୟରେ କହିବୁ, ଯାହା ଆପଣ ନିଜ ପାର୍ଟନରଙ୍କ ସହ ପାଳନ କରିବା ଦ୍ୱାରା ଭାଲେଣ୍ଟାଇନ୍‌ ଡେ’ କୁ ଆହୁରି ଖାସ୍‌ କରିପାରିବେ।

 

-ପାର୍ଟନରଙ୍କ ପାଇଁ ଭଲ ସରପ୍ରାଇଜ୍‌ ପ୍ଲାନ କରି ତାଙ୍କ ସହ ସବୁଦିନ ପାଇଁ ଭଲପାଇବାର ଶପଥ କରିପାରିବେ। ସମ୍ପର୍କକୁ ସବୁଦିନ ସାଇତି ରଖିବା ପାଇଁ ଶପଥ କରନ୍ତୁ।

-ନିଜ ଜୀବନସାଥୀଙ୍କ ମନର କଥା ଜାଣିବା ପାଇଁ ଚେଷ୍ଟା କରନ୍ତୁ। ନିଜ ସାଥୀଙ୍କ ପସନ୍ଦ ଅନୁସାରେ ତାଙ୍କୁ ଓ୍ଵିଶ୍‌ କରନ୍ତୁ। ପରସ୍ପର ନିଜର ମନ କଥା ଜାଣିବା ନିହାତି ଆବଶ୍ୟକ। ଏଥିସହ ସବୁଦିନ ପାଇଁ ପାର୍ଟନରଙ୍କ ମନ ବୁଝିବା ପାଇଁ ଶପଥ କରନ୍ତୁ।

Share

Leave a Reply

Your email address will not be published. Required fields are marked *

two + seven =