ଗୋଟିଏ ପରିବାରର ୧୨ଜଣ ପାଣିରେ ବୁଡ଼ି ପ୍ରାଣ ହରାଇଲେ

ଅଯୋଦ୍ଧା: ଉତ୍ତରପ୍ରଦେଶର ଅଯୋଦ୍ଧାରେ ସରୟୁ ନଦୀରେ ୧୨ ଜଣ ବୁଡି ଯାଇଥିବା ସୂଚନା ମିଳିଛି । ଗୋଟିଏ ପରିବାରର ୧୨ ଜଣ ଗୁପ୍ତାର ଘାଟରେ ସ୍ନାନ କରୁଥିଲେ

Read more