ପୋଲିସ ଚାକିରି ପାଇଁ ମଙ୍ଗଳସୂତ୍ର ଖୋଲିଲେ ମହିଳା

ନୂଆଦିଲ୍ଲୀ (): ଫିରୋଜାବାଦ ଜିଲ୍ଲାରେ ସୋମବାର ପୋଲିସରେ ଭର୍ତ୍ତି ହେବାର ପରୀକ୍ଷା ସମୟରେ ମହିଳା ପ୍ରାର୍ଥୀମାନଙ୍କୁ ଗହଣା ଖୋଲି ନେଇଯାଇଥିଲେ । କୁଣ୍ଡଳୀ କାନଫୁଲ, ଏପରିକି ମଙ୍ଗଳସୂତ୍ର

Read more