ସେମିଫାଇନାଲରେ ଲଭଲିନା

ଟୋକିଓ: ଇତିହାସ ରଚିଲେ ଭାରତୀୟ ମହିଳା ବକ୍ସର। କମାଲ କଲେ ଆସାମର ପ୍ରଥମ ମହିଳା ବକ୍ସର। ଅଲିମ୍ପିକ୍ସରେ ପଦକ ନିଶ୍ଚିତ କଲେ ୨୩ ବର୍ଷିୟ ଲଭ୍ଲିନା ବୋର୍ଗୋହେନ।

Read more