heavy rain odisha

Latestରାଜ୍ୟ

୫ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର() ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆନ୍ଧ୍ର ଉପକୂଳରେ ଘୂର୍ଣ୍ଣିବଳୟ ରହିଛି । ଏହାର ପ୍ରଭାବରୁ ଆଜିଠାରୁ ଆସନ୍ତା ୨୬ ଯାଏଁ ପ୍ରବଳ ବର୍ଷା ହେବ ।

Read More