ପୁତ୍ର ସନ୍ତାନର ବାପା ହେଲେ ହରଭଜନ ସିଂ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ହରଭଜନ ସିଂ ଦ୍ୱିତୀୟଥର ପାଇଁ ପୁତ୍ର ସନ୍ତାନର ଜନକ ହୋଇଛନ୍ତି। ଅଭିନେତ୍ରୀ ଗୀତା ବସ୍ରା ଆଜି ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି।

Read more