ସାରା ବିଶ୍ବକୁ ନବୀନ ଦେଲେ ବିପର୍ଯ୍ୟୟ ମୁକାବିଲାର ସୂତ୍ର

ଭୁବନେଶ୍ୱର () ସାରା ବିଶ୍ୱ ଦେଖିଲା ନବୀନଙ୍କ ଶାସନତନ୍ତ୍ରର ଝଲକ । ନ୍ୟାସନାଲ୍ ଜିଓଗ୍ରାଫିକ ଚ୍ୟାନେଲରେ ପ୍ରଳୟଙ୍କରୀ ବାତ୍ୟା ‘ଫୋନି’ ମୁକାବିଲାର ସଫଳ ସୂତ୍ର ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ

Read more