ଘନକୁହୁଡି ପାଇଁ ୟେଲୋ ସତର୍କ ଜାରି

କଲବଲ କଲାଣି କୁହୁଡ଼ି। ଉପକୂଳରୁ ଆଭ୍ୟନ୍ତରୀଣ ଓଡ଼ିଶା, ସବୁଠି ଲୋକେ ଭୋଗୁଛନ୍ତି ହିନସ୍ତା। ରାତି ୧୧ଟା ବେଳକୁ ଏଭଳି କୁହୁଡ଼ି ମାଡ଼ି ଆସୁଛି ଯେ ରାସ୍ତା ଜଣାପଡ଼ୁନି।

Read more