ବୈଜୟନ୍ତଙ୍କ ଯୋଗଦାନକୁ ପାଣିଚିଆ କରିଦେଲା ଅମିତ୍‍ଙ୍କ ଅନୁପସ୍ଥିତ

ଭୁବନେଶ୍ୱର : ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ବିଜେଡି ଛାଡିଥିବା ବୈଜୟନ୍ତ ପଣ୍ଡା ଶେଷରେ ପଦ୍ମ ଧରିଛନ୍ତି । ହେଲେ ନୂଆଦିଲ୍ଲୀ ଠାରେ ତାଙ୍କର ଅଭିଷେକ ଯେଉଁଭଳି

Read more