ଆଜିଠୁ ଆଫଗାନିସ୍ତାନରେ ପୁଣି ଖୋଲୁଛି ୧୫୦ ଟି ବିଶ୍ୱବିଦ୍ୟାଳୟ

ଆଫଗାନିସ୍ତାନରେ ଆଜିଠୁ ଖୋଲୁଛି ସମସ୍ତ ବିଶ୍ୱବିଦ୍ୟାଳୟ। ଦେଶର ଉଚ୍ଚ ଶିକ୍ଷା ମନ୍ତ୍ରାଳୟର ଘୋଷଣା ଅନୁସାରେ, ସାର୍ବଜନିକ ବିଶ୍ୱବିଦ୍ୟାଳୟ ବୁଧବାର ଅର୍ଥାତ୍ ଆଜିଠୁ ଖୋଲୁଛି। ଆଫଗାନିସ୍ତାନରେ ସଂଯୁକ୍ତ ରାଷ୍ଟ୍ର

Read more