Latestରାଜ୍ୟ ଡାକ୍ତର ଅଶ୍ବିନୀଙ୍କୁ ନୋଟିସ୍ August 27, 2019 admin ସମ୍ବଲପୁର() ଅଡୁଆରେ ଭିମସାରର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଥିବା ଅଶ୍ବିନୀ ପୂଜାହାରୀଙ୍କ । ଲୁଣ ଚିକିତ୍ସା ଦ୍ବାରାରୋଗୀଙ୍କ ମାନବାଧିକାର ଉଲ୍ଲଂଘନ ଅଭିଯୋଗରେ ପୂଜାହାରୀଙ୍କୁ ନୋଟିସ ଜାରି କରିଛି ଓଡ଼ିଶା କାଉନସିଲ ଅଫ୍ ମେଡିକାଲ ରେଜିଷ୍ଟ୍ରେସନ । କାଉନସିଲ ଏଥିକ୍ସ କମିଟି ନିକଟରେ ଆସନ୍ତା ୬ ତାରିଖରେ ହାଜର ହୋଇ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । Share