Latestରାଜ୍ୟ ଏକା ସାଙ୍ଗରେ ସୁସ୍ଥ ହେଲେ ୧୦ କରୋନା ଆକ୍ରାନ୍ତ April 10, 2020 admin ଭୁବନେଶ୍ବର() ରାଜ୍ୟରେ ସୁସ୍ଥ ହେଲେ ୧୦ କରୋନା ଆକ୍ରାନ୍ତ ହୋଇଛନ୍ତି । ୧୦ ଜଣ କରୋନା ଆକ୍ରାନ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି।ସୂଚନା ଅନୁସାରେ ୫ଜଣ ଭୁବନେଶ୍ବରର ହୋଇଥିବା ବେଳେ ୨ଜଣ ଭଦ୍ରକ ହୋଇଥିବ କଟକ, ଯାଜପୁର ଓ ପୁରୀର ଜଣେ ଲେଖାଏ ସୁସ୍ଥ ହୋଇଛନ୍ତି । Share