Latestରାଜ୍ୟ ପଶ୍ଚିମ ଓଡିଶାକୁ ଛୁଇଁଲା କରୋନା, ଆକ୍ରାନ୍ତଙ୍କ ସଂଖ୍ୟା ୨୧ April 4, 2020 admin ଭୁବନେଶ୍ବର() ରାଜ୍ୟରେ ଆଉ ଏକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୨୧ତମ କରୋନା ଆକ୍ରାନ୍ତ ୨୯ବର୍ଷିୟ ଯୁବକ କଳାହାଣ୍ଡି ଅଞ୍ଚଳର । ବାହାରିନରୁ ଆସିଥିଲେ ଏହି ଯୁବକ । ତେବେ ରାଜ୍ୟରେ ୨୧ରେ ପହଞ୍ଚିଲା କରୋନା ଆକ୍ରାନ୍ତଙ୍କ ସଖ୍ୟା ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି। Share