ପ୍ରେମିକା ଆଗରେ ଗଲା ପ୍ରେମିକ ଜୀବନ
ପ୍ରେମିକା ଆଗରେ ଗଲା ପ୍ରେମିକ ଜୀବନ । ଓୟୋ ହୋଟେଲ ରୁମରେ ମିଳିଲା ପ୍ରେମିକର ମୃତଦେହ । ଓୟୋରୁ ମିଳିଲା ସନ୍ଦେହଜନକ ମୃତଦେହ । ସଫ୍ଟୱେର ଇଞ୍ଜିନିୟର ବୁବୁନା ପ୍ରଧାନ ମୃତ୍ୟୁ ନେଇ ପୋଲିସର ତନାଘନା । ଏୟାରପୋର୍ଟ ଥାନା ଅଞ୍ଚଳର ପୋଖରୀପୁଟ ନିକଟ ଏକ ହୋଟେଲରୁ ମିଳିଛି ମୃତଦେ଼ହ। ପରିବାର ଲୋକଙ୍କ ଅଭିଯୋଗ ସଫ୍ଟୱେର ଇଞ୍ଜିନିୟର ବାଙ୍ଗାଲୁରୁରେ ରହୁଥିଲେ। ଜଣେ ଯୁବତୀ ତାଙ୍କୁ ଭୁବନେଶ୍ୱର ଡକାଇଥିଲେ। ତାଙ୍କୁ ହତ୍ୟା କରାଯାଇଛି ନଚେତ ମୃତ୍ୟୁ ପାଇଁ ବାଧ୍ୟ କରାଯାଇଥିଲା ପାରେ ବୋଲି କହିଛନ୍ତି ପରିବାର ଲୋକ । ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିଲା ।

