Health ଏମିତି ଏକ ଜାଗା ଅଛି ଯେଉଁଠି ଜଗିଂ କଲେ ମିଳିବ ଦଣ୍ଡ October 1, 2019 admin ଆଫ୍ରିକାରେ ବୁରୁଣ୍ଡି ନାକ ଏକ ଦେଶ ରହିଛି। ଯେଉଁଠି ଲୋକଙ୍କୁ ଜିନ୍ସ ପିନ୍ଧିବା ମନା, କେବଳ ଏତିକି ନୁହେଁ ଏଠାକାର ଲୋକଙ୍କୁ ଜଗିଂ କରିବାକୁ ମଧ୍ୟ ବାରଣ କରାଯାଇଛି। ୨୦୧୪ରେ ଏଠାକାର ରାଷ୍ଟ୍ରପତି ଏଭଳି ନିଷ୍ପତ୍ତି ନେଇଥିଲେ। ଜିନ୍ସ ଏବଂ ଜଗିଂ ଆସାମାଜିକ କାର୍ୟ୍ୟ କରିବାକୁ ପ୍ରୋତ୍ସାହିତ କରିଥାଏ ବୋଲି ସେ ମତ ଦେଇଥିଲେ। Share