Latestମନୋରଞ୍ଜନ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ August 5, 2020 admin ନୂଆଦିଲ୍ଲୀ () ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତୁ୍ୟ ମାମଲାର ତଦନ୍ତ କରିବ ସିବିଆଇ । ଏହି ମାମଲାର ସିବିଆଇ ତଦନ୍ତ ପାଇଁ ମଙ୍ଗଳବାର ବିହାର ସରକାର ସୁପାରିଶ କରିଥିଲେ । ବିହାର ସରକାରଙ୍କ ଆବେଦନକୁ ଶେଷରେ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି । ଏହି ମାମଲାର ସିବିଆଇ ତଦନ୍ତ ପାଇଁ ବିଭିନ୍ନ ମହଲରୁ ମଧ୍ୟ ଦାବି ହୋଇଆସୁଥିଲା । Share