ପିଏନ୍ସି-କେକେଆର୍ ମଧ୍ୟରେ ୯୦୦୦ କୋଟିର ଡିଲ୍: ଏନ୍ଏଚ୍ଏଆଇ ପକ୍ଷରୁ ୮ ସଂପତିକୁ ଅନୁମୋଦନ, ଜାନୁଆରି ଶେଷ ସୁଦ୍ଧା ଆଉ ଦୁଇଟି
ଭୁବନେଶ୍ୱର: ପିଏନ୍ସି ଇନ୍ଫ୍ରାଟେକ୍ର ବୁନ୍ଦେଲଖଣ୍ଡ ଓ ଖଜୁରାହୋ ସଡ଼କ ପ୍ରକଳ୍ପ ପାଇଁ ଥିବା ଦୁଇଟି ସହାୟକ ସଂସ୍ଥା (ଏସ୍ପିଭି) ରେ ରହିଥିବା ୧୦୦ ପ୍ରତିଶତ ଅଂଶଧନକୁ କେକେଆର୍
Read More